କଟକ-ଭୁବନେଶ୍ୱରରେ ବିଛାହେବ ୨୦୦ କିମି ଗ୍ୟାସ୍‌ ପାଇପ୍‌ ଲାଇନ୍‌

ରାଜଧାନୀରେ ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟିତ ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ କଟକରେ ୧୦୦ କିମି ଲେଖାଏଁ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଏବଂ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ ଜରିଆରେ ଦୁଇ ସହରରେ ପାଇପ୍‌ଲାଇନ୍‌ ନିର୍ମାଣ କରାଯିବ। ସହରର କୋଣ ଅନୁକୋଣରେ ଏହି ପାଇପ୍‌ଲାଇନ୍‌ ପହଞ୍ଚିବ। ସେହି ପାଇପ୍‌ ଜରିଆରେ ଲୋକମାନଙ୍କ ଘରେ ଘରେ ଗ୍ୟାସ୍‌ ପହଞ୍ଚିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ … Continue reading କଟକ-ଭୁବନେଶ୍ୱରରେ ବିଛାହେବ ୨୦୦ କିମି ଗ୍ୟାସ୍‌ ପାଇପ୍‌ ଲାଇନ୍‌